Jump to content

ସଞ୍ଚୟଶୀଳ

ଉଇକିଅଭିଧାନ‌ରୁ

ସଞ୍ଚୟଶୀଳ

ଉଚ୍ଚାରଣ

[ସମ୍ପାଦନା]
(ସଞ୍ଚୟଶୀଳା—ସ୍ତ୍ରୀ) 

(ସଞ୍ଚୟଶୀଳତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ସଞ୍ଚୟୀ; ଯେ ସର୍ବଦା ସଞ୍ଚୟ କରେ; କରିବାରେ ଅଭ୍ୟସ୍ତ — Habituated to storing up; Having a tendency to hoard.