ସଞ୍ଚୟ ନିରତ
(ସଞ୍ଚୟରତ—ଅନ୍ୟରୂପ)
ସଞ୍ଚୟନିରତା, ସଞ୍ଚୟରତା—ସ୍ତ୍ରୀ)
ଯେ ସର୍ବଦା ସଞ୍ଚୟ କରିବାରେ ଲାଗିଥାଏ —Engaged in stroing up or hoarding.