ସଞ୍ଚ ଘଞ୍ଚ
ସାନ୍ଧ୍ରଭାବରେ ପୃଥୁଳ; ସୁନ୍ଦର ଓ ଘନ —Densely thick; beautiful and dense.
[ଉ—କବଚେ ଆବୃତ ସଞ୍ଚ ଘଞ୍ଚ ସ୍ତନ—କଳି ଲଳିତ—ରାଧାନାଥ. ଉଷା]