Jump to content

ସଞ୍ଜଆଳତି

ଉଇକିଅଭିଧାନ‌ରୁ

ସଞ୍ଜଆଳତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ଧ୍ୟା+ଆରାତ୍ରିକ)

[ସମ୍ପାଦନା]

ସନ୍ଧ୍ୟା ସମୟରେ ଦେବତାଙ୍କ ସମ୍ମୁଖରେ ଜ୍ୱଳଦ୍— ବର୍ତ୍ତିକା ସଂଚାଳିତ କରି କରାଯିବା ଆରାତ୍ରିକ — The ceremony of waving lighted wicks before idols in the evening.