Jump to content

ସଞ୍ଜବତୀ ଲାଗିବା

ଉଇକିଅଭିଧାନ‌ରୁ

ସଞ୍ଜବତୀ ଲାଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ସଞ୍ଜବତୀ ଲଗା(ଗେ)ଇବା—କ୍ରିୟାରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସନ୍ଧ୍ୟା ସମୟରେ ଦେବତା— ମନ୍ଦିରରେ, ଗୃହରେ ବା ତୁଳସୀ ଚଉରା ମୂଳେ ଜଳନ୍ତା ବତୀ ଜଳାଯିବା —୧. Offering of lighted wicks in the evening in temples and houses before idols.
୨. ସନ୍ଧ୍ୟା ବୁଡ଼ିବା ବେଳ; ସନ୍ଧ୍ୟା —୨. Lamplight; nightfall.