ସଞ୍ଜବନୀପୁର ପଠେଇବା
ଦେଖଣା
ସଞ୍ଜବନୀପୁର ପଠେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଜବନୀପୁର ପଠେଇବା
|
(ସ଼ଞ୍ଜିବନୀ ପୁରକୁ ପଠିଆଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଯମପୁରକୁ ପଠାଇବା; ମୃତ୍ୟୁମୁଖକୁ ପଠାଇବା; ବଧ କିରବା — To kill (a being)
(ଉ—କେଉଁ ମୁଗମାନଙ୍କୁ ପ୍ରହାରି ଶକ୍ତିବର, ପଠିଆଇ ଦେଲେ ସେ ସଞ୍ଜମନୀପୁର—କୃଷ୍ଣସିଂହ ମହାଭାରତ ଆଦି)