ସଞ୍ଜାଈ
ଦେଖଣା
ସଞ୍ଜାଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଜାଈ
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ସନ୍ଧ୍ୟା ଦେବୀ)
[ସମ୍ପାଦନା]ସନ୍ଧ୍ୟାଦେବୀ; ଦେବତା ରୂପେ କଳ୍ପିତା ସନ୍ଧ୍ୟା —The evening personified as Deity.
[ଉ— ସୁଦ୍ଧେଶ୍ୱରୀ, ସୁରେଶ୍ୱରୀ, ସଞ୍ଜାଈ, ସାରଳା ପୀତାମ୍ୱର. ନୃସିଂହପୁରାଣ]
[ଦ୍ରଷ୍ଟବ୍ୟ —ସଞ୍ଜବତୀ ବସାଇଲା ବେଳେ ସ୍ତ୍ରୀ ଲୋକମାନେ ଏହି ଦେବତାଙ୍କୁ ଡ଼ାକନ୍ତି ଓ କୌଣସିଠାରେ ଏ ସ୍ୱତନ୍ତ୍ର 'ଗ୍ରାମ ଦେବତୀ' ରୂପେ ମଧ୍ୟ ପ୍ରତିଷ୍ଠିତା]