Jump to content

ସଞ୍ଜାତ

ଉଇକିଅଭିଧାନ‌ରୁ

ସଞ୍ଜାତ

ଉଚ୍ଚାରଣ

[ସମ୍ପାଦନା]
(ସଞ୍ଜାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଜନ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଜାତ; ଉତ୍ପନ୍ନ —୧. Born; produced.
୨. ପ୍ରାପ୍ତ (ବିଶ୍ୱକୋଷ) —୨. Got; attained