ସଞ୍ଜା କରିବା
ଦେଖଣା
ସଞ୍ଜା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଜା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ରଏତି ଜମିର ସ଼ଞ୍ଜ ଖଜଣା ଦେବା ପାଇଁ ଜମିଦାର ସଙ୍ଗେ (ପ୍ରଜା) ଚୁକ୍ତି କରିବା — ୧. To contract with the landlord to pay the estimated rent-in kind.
- ୨. ସଞ୍ଜା ଖଜଣା ଦେବାର ଚୁକ୍ତି କରି ଜମିଦାରଙ୍କଠାରୁ (ପ୍ରଜ) ପଟା ନେବା —୨. To take lease of a Sanjā-rent-paying holding.
- ୩. ସଞ୍ଜା ଖଜଣା ଦେବାର ସର୍ତ୍ତରେ ଜମିଦାରଙ୍କ ଠାରୁ ରଇତି ଜମି ପଟା ନେଇ ଚାଷ କରିବା; ସଞ୍ଜା ଧରିବା —୩. To hold or cultivate a holding San̄jā-rent.
- ୪. ସଞ୍ଜା ଦେଖିବା (ଦେଖ) - — ୪. San̄jā dekhibā (See)