ସଞ୍ଜା ଦେବା
ଦେଖଣା
ସଞ୍ଜା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଜା ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସଞ୍ଜା ଲଗାଇବା; ରଏତି ଜମିକୁ ସଞ୍ଜା ଖଜଣାରେ ପ୍ରଜାଙ୍କୁ ବିଲି କରିବା ବା ପଟ୍ଟା ଦେବା —୧. To let out a holding to a cultivator on San̄jā-rent.
- ୨. ସଞ୍ଜା ଧାନ ଜମିଦାରଙ୍କୁ ଆଦାୟ ଦେବା — ୨. To pay the fixed rent-in-kind to the lendlord.