Jump to content

ସଞ୍ଜା ରଏତି

ଉଇକିଅଭିଧାନ‌ରୁ

ସଞ୍ଜା ରଏତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ସଞ୍ଜା ରୟତ ସମ୍ୱନ୍ଧୀୟ — Relating to a tenant paying stipulated rent in kind.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜମିକୁ ସଞ୍ଜାରେ ଧରିବାର ରଏତି ସ୍ୱତ୍ତ୍ୱ — The right of occupancy accuring to a tenant holding land on stipulated rent in kind.