ସଞ୍ଜୀବ
ଦେଖଣା
ସଞ୍ଜୀବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ସମ୍+ଭାବ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ପୁନର୍ଜୀବନ— ଦାନକାରୀ (ବିଶ୍ୱକୋଷ) —Restoring to life.
ସଂସ୍କୃତ - ବିଶେଷ୍ୟ - (+ ଭାବ. ଅ)
[ସମ୍ପାଦନା]- ୧. ପୁନର୍ଜୀବନଦାନ (ବିଶ୍ୱକୋଷ) —୧. Restoration to life.
- ୨. ନରକ ବିଶେଷ (ବୌଦ୍ଧ ମତେ) —୨. Name of a hell according to the Buddhists.