Jump to content

ସଞ୍ଜୀବକ

ଉଇକିଅଭିଧାନ‌ରୁ

ସଞ୍ଜୀବକ

ଉଚ୍ଚାରଣ

[ସମ୍ପାଦନା]

(ସଞ୍ଜୀବୀ—ଅନ୍ୟରୂପ)

(ସଞ୍ଜୀବିକା, ସଞ୍ଜୀବନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଜୀବ ଧାତୁ ଣିଚ୍+କର୍ତ୍ତୃ. ଅକ)

[ସମ୍ପାଦନା]

ଜୀବନଦାନକାରୀ; ଯେ ମୃତ ବ୍ୟକ୍ତିକୁ ବଞ୍ଚାଇ ପାରେ —Restoring the dead to life.