Jump to content

ସଞ୍ଜୀବନ

ଉଇକିଅଭିଧାନ‌ରୁ

ସଞ୍ଜୀବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଜୀବ୍ ଧାତୁ ଣିଚ୍+ଭାବ ଅନ)

[ସମ୍ପାଦନା]
୧. ଜିଆଁଇବା; ଜୀବିତ କରାଇବା —୧. Animating; reviving of life.
୨. ଜୀବ ଦାନ କରିବା; ଜୀବନୀ ଶକ୍ତି ଦେବା —୨. Infusing vitality.
୩. ସମ୍ୟକ୍ ପ୍ରକାରେ ପ୍ରାଣ ଧାରଣ (ବିଶ୍ୱକୋଷ) — ୩. Living excellently.
୪. ୨୧: ନରକ ମଧ୍ୟରୁ ଏକତମ (ମନୁ ୪\୮୯: ) —୪. One of the ୨୧ bells according to Manu.
(ସଞ୍ଜୀବନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (+ କର୍ତ୍ତୃ. ଅନ)

[ସମ୍ପାଦନା]
୧. ଯାହା ଜିଆଁଏ ବା ଜୀବିତ କରାଏ ଜୀବିତକାରୀ —୧. Auimating; reviving; infusing vitality.
୨. ମୃତ ବ୍ୟକ୍ତିକୁ ଯାହା; ପୁଣି ଜୀଆଁଏ —୨. Restoring life to the dead; resusciation.