Jump to content

ସଞ୍ଜୀବନୀ

ଉଇକିଅଭିଧାନ‌ରୁ

ସଞ୍ଜୀବନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସଞ୍ଜୀବନୀ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ମୃତ ବ୍ୟକ୍ତିକୁ ଜିଆଁଇବାର ଦ୍ରବ୍ୟ ବା ଔଷଧ —୧. Anything which restores the dead to life.
୨. ଯେଉଁ ବିଦ୍ୟାବଳରେ ମୃତପ୍ରାଣୀ ବଞ୍ଚି ଉଠେ —୨. The art or lore by which the dead is restored to life.

(ଉ—ସଞ୍ଜୀବନୀ ବିଦ୍ୟାବଳରେ ଶୁକ୍ର ମୁନି, ଜୀବନ ଦାନ ତାଙ୍କୁ ଦିଅନ୍ତିଟି ପୁଣି କୃଷ୍ଣସିଂହ. ମହା— ଭାରତ. ଆଦି)