ସଞ୍ଜୀବ କରଣୀ
ସଞ୍ଜୀବନୀ (ଦେଖ) - — San̄jībanī (See)
[ଉ—ତାଙ୍କୁ କି ପ୍ରକାରେ ଥିବ ଜୀଆଁଇ, କଉଁ ସଞ୍ଜୀବ କରଣୀ ପିଆଇ କବିସୂର୍ଯ୍ୟ. ରହସ୍ୟମଞ୍ଜରୀ]