ସଞ୍ଜ ଘଣ୍ଟ
ଦେଖଣା
ସଞ୍ଜ ଘଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଜ ଘଣ୍ଟ
|
ଦେଶଜ - ବିଶେଷ୍ୟ - (ସନ୍ଧ୍ୟା+ଘଣ୍ଟା)
[ସମ୍ପାଦନା]ସନ୍ଧ୍ୟା ଘଣ୍ଟା; ସନ୍ଧ୍ୟା ଆରତି ସମୟରେ ଠାକୁରଙ୍କ ନିକଟରେ ବଜାଯିବା ଘଣ୍ଟା —Gongs sounded in the evening when lights are waved before Idols.