Jump to content

ସଞ୍ଜ ଦେବା

ଉଇକିଅଭିଧାନ‌ରୁ

ସଞ୍ଜ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ସନ୍ଧ୍ୟାବେଳେ ଦେବତାଙ୍କ ଉଦ୍ଦେଶ୍ୟରେ ଜଳନ୍ତା ବତୀ ବସାଇବା —To set a lighted wick in the evening by offering it to the Deity.

(ଉ— ପ୍ରତିଦିନ ସନ୍ଧ୍ୟାବେଳେ ଗୋଟାଏ ବଳିତା ଜାଳି ଆଣି ଠାକୁରାଣୀଙ୍କ ସ୍ଥାନରେ ସଞ୍ଜ ଦିଏ—ଫକୀରମୋହନ. ଛମାଣ ଆଠଗୁଣ୍ଠ)

[ଦ୍ରଷ୍ଟବ୍ୟ —ସନ୍ଧ୍ୟାବେଳେ ଦେବାଳୟରେ, ତୁଳସୀଚଉରା ମୂଳେ, ଦିଅଙ୍କ ଘରେ, ହିନ୍ଦୁଙ୍କ ଦାଣ୍ଡ— ଦୁଆରେ ଓ ଗୃହର ପ୍ରତ୍ୟେକ ପ୍ରକୋଷ୍ଠରେ, ବିଶେଷତଃ ଭଣ୍ଡାରଘରେ ଗୋଟିଏ ଲେଖାଏଁ ସଞ୍ଜବତୀ ଦେବତାଙ୍କ ଉଦ୍ଦେଶ୍ୟରେ ଜଳାଯାଏ]