ସଞ୍ଜ ଧୂପ ବେଶ
ଦେଖଣା
ସଞ୍ଜ ଧୂପ ବେଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଜ ଧୂପ ବେଶ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ଧ୍ୟା+ଧୂପ+ବେଶ)
[ସମ୍ପାଦନା]ସନ୍ଧ୍ୟାଧୂପ ବେଳେ ଦେବମୂର୍ତ୍ତିଙ୍କୁ ଯେଉଁ ବେଶ ପିନ୍ଧାଯାଏ — The dress put on an Idol for the evening service.