ସଞ୍ଜ ବୁଡ଼େଇବା
ଦେଖଣା
ସଞ୍ଜ ବୁଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଞ୍ଜ ବୁଡ଼େଇବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସନ୍ଧ୍ୟା ହେବାର ପରବର୍ତ୍ତୀ କାଳ ଯାଏ କୌଣସି କାର୍ଯ୍ୟ କରିବା —୧. To do any work till after evening.
- ୨. ସନ୍ଧ୍ୟାକାଳ ଅତିବାହିତ କରି କାର୍ଯ୍ୟ କରିବା ବା ବିଳମ୍ୱ କରିବା —୨. To delay a work till after evening.
- ୩. ସନ୍ଧ୍ୟାବତୀକୁ ତେଲରେ ବା ଘିଅରେ ବୁଡ଼ାଇବା —To immerse the wick to be lighted in the evening, in oil or ghee.