Jump to content

ସଟ

ଉଇକିଅଭିଧାନ‌ରୁ

ସଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସଟ୍ ଧାତୁ=ଆବୟବ ହେବ+କର୍ତ୍ତୃ. ଅ, ଆ)

[ସମ୍ପାଦନା]
୧. ସିଂହ ଓ ଅଶ୍ୱାଦିଙ୍କ ବେକ ଉପରର ବେଶର — ୧. The manes on the reck of lion or horse.
୨. ଋଷିଙ୍କ ଜଟା —୨. Matted hair of sages.
୩. ବରଗଛର ଓହୋଳ —୩. The aerial roots of banian tree.
୪. ଶିଖା —୪. Flame
୫. ଚୂଳ; ଶିଖା —୫. Crest; a tuft of hair on the crown.
୬. ପର୍ବତ ଶୃଙ୍ଗ —୬. Mountainpeak.
୭. ଶିଖା; ବ୍ରତୀମାନେ ବା ବ୍ରାହ୍ମଣମାନେ ମୁଣ୍ଡ ଉପରେ ରଖିଥିବା ଚୁଟି ବା ଚୁରୁକି —୭. Pigtail grown on the head.