Jump to content

ସଟରା

ଉଇକିଅଭିଧାନ‌ରୁ

ସଟରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୀର ସାଇଯାତରେ ଏରା ପକ୍ଷୀର ପକ୍ଷ ଓ ମାଳି ପିନ୍ଧି ନାଗାଙ୍କ ସଙ୍ଗେ ବାହାରିବା ସନ୍ୟ୍ୟାସୀ— ମାନଙ୍କ ସହଜର ନାନକ— ପନ୍ଥୀବେଶଧାରୀ ବ୍ୟକ୍ତି —A person wearing the feather of the Era bird and beads and accompanying the Nāgās in the pantomines (sāijāta) of Puri town.

[ଦ୍ରଷ୍ଟବ୍ୟ —ଏମାନେ ହିନ୍ଦୀ ଭାଷାରେ ଗୀତ ଗାଆନ୍ତି ବିହାର ଅଞ୍ଚଳରେ ଦୋଳଯାତ୍ରା ସମୟରେ ଏହିପରି ବେଶଧାରଣ କରି ଯାତ୍ରାରେ ବାହାରି ଗୀତ ବୋଲିବା ବ୍ୟକ୍ତିଙ୍କୁ 'ସର୍ର' ବା 'ଯୋଗିରା' କହନ୍ତି]