ସଟର୍ସେଁ
ଡୋରି ବନ୍ଧାଯାଇ ସେଁ ସେଁ ଶବ୍ଦ କରୁଥିବା କାଠର ଏକପ୍ରକାର ବଳ ବା ଖେଳନା —A wooden contrivance or plaything tied with a string and producing a simmering sound.