Jump to content

ସଟ୍ଟକ

ଉଇକିଅଭିଧାନ‌ରୁ

ସଟ୍ଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଟ୍ ଧାତୁ=ଖଣ୍ଡିତକରିବା+କର୍ମ. ଟକ)

[ସମ୍ପାଦନା]

ପ୍ରାକୃତ ଭାଷାରଚିତ ନାଟକବିଶେଷ —A sort of drama in 'Prākṛuta' or ancient vulgar language of India.

[ଦ୍ରଷ୍ଟବ୍ୟ —ଏଥିରେ ପ୍ରବେଶକ ଓ ବିଷ୍କମ୍ଭକ ନ ଥାଏ ଓ ବହୁ ପ୍ରାକୃତ ଶବ୍ଦ ଥାଏ ଏଥିରେ ପ୍ରଚୁର ପରିମାଣରେ ଅଦ୍ଭୁତ ରସ ବର୍ଣ୍ଣିତ ହୁଏ ଏଥିର ଅଙ୍କମାନ ଯବନିକା ନାମରେ ଖ୍ୟାତ— ବିଶ୍ୱକୋଷ]