Jump to content

ସଠିକ

ଉଇକିଅଭିଧାନ‌ରୁ

ସଠିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବେଠିକ୍—ବିପରୀତ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ସଟୀକ)—ସଟୀକ (ଦେଖ) - — ୧. Satīka (See)
୨. (ସଂସ୍କୃତ - ସ୍ଥଗ୍ ଧାତୁଜ ଦେଶଜ 'ଠିକ୍; ଶବ୍ଦର ଅଶୁଦ୍ଧ ପ୍ରୟୋଗ)—ଠିକ୍; ସୁନିଶ୍ଚିତ — ୨. Certain
୩. ଅଭ୍ରାନ୍ତ —୩. Correct

[ଦ୍ରଷ୍ଟବ୍ୟ —ଅନେକ ଖ୍ୟାତନାମା ଓଡ଼ିଆ ଲେଖକଙ୍କ ଲେଖାରେ ଏ ଅଶୁଦ୍ଧ ପ୍ରୟୋଗ ବହୁଶଃ ଦୃଷ୍ଟିଗୋଚର ହୁଏ]