ସଡକ
ଦେଖଣା
ସଡକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଡକ
|
ଦେଶଜ - ବି (ସଂସ୍କୃତ - ସଡ଼କ; ସରଣୀ)
[ସମ୍ପାଦନା]- ୧. ରାଜଦାଣ୍ଡ — ୧. Highway.
- ୨. ରାସ୍ତା — ୨. Road.
- ୩. ବନ୍ଧା ହୋଇଥିବା ବା ନିର୍ମିତ ରାସ୍ତା —୩. A constructed road.
[ଦ୍ରଷ୍ଟବ୍ୟ —ଏ ଶବ୍ଦର ପୂର୍ବେ ଅନ୍ୟ ଶବ୍ଦ ବ୍ୟବହୃତ ହୋଇ ଯେଉଁ ସବୁ ଶବ୍ଦ ନିଷ୍ପନ୍ନ ହୁଏ ସେହି ସବୁ ଯୁକ୍ତ ଶବ୍ଦ ମାନଙ୍କ ପାଇଁ ରାସ୍ତାତଳେ ଦେଖ]