Jump to content

ସଡ଼ିବା

ଉଇକିଅଭିଧାନ‌ରୁ

ସଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶଡ଼ିବା (ଦେଖ) - —୧. Ṡaṟḍ̠ibā (See)
୨. (ଲକ୍ଷଣାର୍ଥ) ନିଜର ପୁରୁଷାର୍ଥକୁ ବା କର୍ମଠ ପଣକୁ କାମରେ ନ ଲଗାଇ ଅଳସ୍ୟରେ ବା ଜନା— ନ୍ତରଳରେ ରହି ଜୀବନକୁ ବୃଥା ନଷ୍ଟ କରିବା — (figurative) To rot; to while away one's time without doing work; to idle away one's life by keeping onesel away from public field of action.

[ଉ—ଘରର କୋଣେ ନ ସଢ଼ ଗୋ ! ଆର୍ଯ୍ୟ ନାରୀଙ୍କର ଚରିତ ପଢ଼ିଣ ଜୀବନକୁ ଗଢ଼ ଗୋ ବାଳକୃଷ୍ଣ ଫୁଲ ବଉଳବେଣୀ]