ସଢୁ
ଦେଖଣା
ସଢୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଢୁ
|
=== ଦେଶଜ - ବିଶେଷ୍ୟ - [ସଂସ୍କୃତ - ସବୋଢ଼ା (ସ=ସମାନ+ବୋଢ଼ା= ବିବାହକର୍ତ୍ତା); ଅଥବା ଶ୍ୟାଳୀବୋ଼ଢୁ (ଶ୍ୟାଳୀ =ଶ୍ୟାଳୀ+ବୋଢୁ=ବିବାହକର୍ତ୍ତା [Beames]
(ପୁରୁଷ ପକ୍ଷରେ) ନିଜ ସ୍ତ୍ରୀଙ୍କ ଭଉଣୀଙ୍କ ସ୍ୱାମୀ — One's wife's sister's husband.
[ଦ୍ରଷ୍ଟବ୍ୟ —ପୁରୁଷ ପକ୍ଷରେ ନିଜ ସ୍ତ୍ରୀଙ୍କ ଭଉଣୀ (ପୁରୁଷର ଶାଳୀ ବା ଦେଢ଼ଶାଶୁ)ଙ୍କୁ ବିବାହ କରିଥିବା ବ୍ୟକ୍ତି ଉକ୍ତ ପୁରୁଷର 'ସଢୁ' ଅଟନ୍ତି
ସ୍ତ୍ରୀ ପକ୍ଷରେ ନିଜ ସ୍ୱାମୀଙ୍କ ଭଉଣୀ (ନଣନ୍ଦ)ଙ୍କୁ ବିବାହ କରିଥିବା ବ୍ୟକ୍ତି 'ନଣନ୍ଦେଇ' ଅଟନ୍ତି
ବଡ଼ ସଢୁଙ୍କ ସ୍ତ୍ରୀ ଆପଣାର 'ଦେଢ଼ଶାଶୁ' ଓ ସାନ ସଢୁଙ୍କ ସ୍ତ୍ରୀ ଆପଣାର 'ଶାଳୀ' ଅଟନ୍ତି]