Jump to content

ସଣ୍ଡୀନ

ଉଇକିଅଭିଧାନ‌ରୁ

ସଣ୍ଡୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍=ସଙ୍ଗତ+ଡ଼ୀ ଧାତୁ=ଉଡ଼ିବା+ଭାବ. ତ)

[ସମ୍ପାଦନା]

ପକ୍ଷୀମାନଙ୍କର ଉଡ଼ିବାର ପ୍ରକାରବିଶେଷ; ପକ୍ଷୀମାନଙ୍କର ଉଡ଼ି କରି ବଷାଦରେ ପତନ —A kind of bird's flight consisting of alighting on trees.

[ଦ୍ରଷ୍ଟବ୍ୟ —ପକ୍ଷୀମାନଙ୍କର ବସିବା ସ୍ଥାନରୁ ଉଡ଼ିବାକୁ ଉଦ୍ୟମର ନାମ ଡ଼ୀନ, ପ୍ରଥମେ ଉଡ଼ିବା କ୍ରିୟାର ନାମ 'ପ୍ରଡ଼ୀନ', ଆକାଶକୁ ଉଠିବା କ୍ରିୟାର ନାମ 'ଉଡ୍ଡୀନ' ଓ ଉଡ଼ି କରି ବୃଷାଦିରେ ପତନ କ୍ରିୟାର ନାମ 'ସଣ୍ଡୀନ'— ବିଶ୍ୱକୋଷ. ଭରତ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଶୂନ୍ୟରୁ ବୃକ୍ଷାଦିରେ ବସିବା ଉଦ୍ଦେଶ୍ୟରେ ଉଡ଼ୁଥିବା (ପକ୍ଷୀ) — (bird) Flying from one place to a tree.