ସଣ୍ଡୁଆଶି
ଦେଖଣା
ସଣ୍ଡୁଆଶି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ଦଂଶ; ସଣ୍ଡିଶ)
[ସମ୍ପାଦନା]ବଣିଆ ଓ କମାର— ମାନଙ୍କର ଦ୍ୱିବାହୁକ ଯନ୍ତ୍ରବିଶେଷ (ଯାହାଦ୍ୱାରା; କୌଣସି ଦ୍ରବ୍ୟକୁ ପାଟିରେ କାମୁଡ଼ିଲା ପରି ଧରାଯାଇ ପାରେ) —A pair of pincers or tongs; pincers.
[ଦ୍ରଷ୍ଟବ୍ୟ —ଚିମୁଟାର ଥଣ୍ଟ ଦୁଇଟି ସିଧା; ମାତ୍ର ସଣ୍ଡୁଆଶିର ଥଣ୍ଟ ବଙ୍କା]