Jump to content

ସଣ୍ଢିଆ

ଉଇକିଅଭିଧାନ‌ରୁ

ସଣ୍ଢିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସଣ୍ଢିଆ କୀଳା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ଧି କୀଳକ)

[ସମ୍ପାଦନା]

ଶଗଡ଼ ଚକର ପହିରେ ଥିବା ପୁଟିଖଣ୍ଡମାନଙ୍କୁ ପରସ୍ପର ସହିତ ଯୋଡ଼ ଖୋଇ ଦୃଢ଼ଭାବରେ ସଂଲଗ୍ନ କରାଇବାର ଘରା ବା ସନ୍ଧିର ଭିତରେ ଦିଆଯିବା କାଠର ଖିଲ — Wooden pins wedged in between the tennons and mortices of the pieces (arcs) of the rim of a cart.

[ଦ୍ରଷ୍ଟବ୍ୟ —ଏହି ଖିଲମାନଙ୍କ ଯୋଗୁ ପୁଟିଖଣ୍ଡମାନ ପରସ୍ପର ସହିତ ଦୃଢ଼— ସଂଲଗ୍ନ ହୁଏ]