ସଣ ସଣ
ଦେଖଣା
ସଣ ସଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଣ ସଣ
|
ଦେଶଜ - ଅ (ସଂସ୍କୃତ - ସ୍ୱନ୍ ଧାତୁ=ଶବ୍ଦ କରିବା)
[ସମ୍ପାଦନା]- ୧. (ଧ୍ୱନ୍ୟର୍ଥକ) ସାଲୁ ସାଲୁ; ରଣଭଣ; ଖାଦ୍ୟାଦିକୁ ମାଛି ଗୁଡ଼ାଏ ବା କୀଟମାନେ ବେଢ଼ିବା ଅବସ୍ଥା; ଘାଆରେ କୃମି ବଢ଼ିବା ଅବସ୍ଥା; ମୁଣ୍ଡରେ ଉକୁଣି ସାଲୁ ସାଲୁ ହେବା ଅବସ୍ଥା — ୧. The state of (food etc) being infested with fleas, maggots etc.
- ୨. କୌଣସି ସ୍ଥାନରେ ପଙ୍କ ବା ବିଷ୍ଠା ଆଦି ପୂରିବା ଅବସ୍ଥା — ୨. The state of a place being strewn with mud, nightsoil or filth.
- ୩. ପଚା ଜିନିଷ ଓ ମଇଳା ଆଦି ପୂର୍ଣ୍ଣ ହେବା ଯୋଗୁଁ କୌଣସି ପଦାର୍ଥ ବା ସ୍ଥାନ ଗନ୍ଧାଇବା ଅବସ୍ଥା —୩. The state of a place being full of putrid and foul smell.
[ଉ—ରଜା ପୁଅ ମୂଷା ମାଟି ରଣଭଣ ବିଲେଇ ଗୁହ ସଣସଣ, ଗୋଟାଏ ଘରେ କବାଟ କିଳି ମୁହଁ ମାଡ଼ି ଶୋଇଲା—କାହାଣୀ]
[ସଣ ଭ(ସ)ଣିଆ—ଅନ୍ୟବିଶେଷଣ - ରୂପ]
ଅନୁବାଦ
[ସମ୍ପାଦନା]ସଣ ସଣ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମକ୍ଷିକା, ବିଷ୍ଠା, କୀଟ, ମଇଳା, ଆଦିଦ୍ୱାରା ପୂର୍ଣ୍ଣ (ସ୍ଥାନ) —୧. (a place) Full of filth, maggots, nightsoil etc; Filthy (place).
- ୨. ପୂତି ଗନ୍ଧମୟ ସ୍ଥାନ — ୨. (place) Full of putrid and foul smell.