ସତକା ସତ
ପ୍ରକୃତରେ; ବାସ୍ତବରେ — Actually; truly.
[ଉ—ସତକୁ ସତ ରାବଣ ଯାହା କହିଥିଲା ସେଇୟା ହେଲା ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ]