Jump to content

ସତମସ

ଉଇକିଅଭିଧାନ‌ରୁ

ସତମସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ+ତମସ୍)

[ସମ୍ପାଦନା]
୧. ଅନ୍ଧରକାରଯୁକ୍ତ — ୧. Dark.
୨. ରାହୁଗ୍ରହଯୁକ୍ତ —୨. Overshadowed by the planet Rāhu.

[ଉ—ସତ ମଙ୍ଗଳ ସେ ଘେନି ଉପୁଜେ, ସତମସ ତ ଚନ୍ଦ୍ରରେ ବିରାଜେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]