ସତରଞ୍ଜ ଗୁଡ଼ି
ନାନା ରଙ୍ଗର ଅନେକ ଖଣ୍ଡ କାଗଜ ଯୋଡ଼ି ଯେଉଁ ଗୁଡ଼ି ତିଆରି ହୋଇଥାଏ —A kite which is made of pieces of paper of various colours.
[ଦ୍ରଷ୍ଟବ୍ୟ —ଏହା ଦେଖିବାକୁ ସତରଞ୍ଜି ପରି ହୋଇଥିବାରୁ ଏପରି ନାମ ହୋଇଅଛି]