Jump to content

ସତର କଥାରେ ସତୀ ଭୁଲେ

ଉଇକିଅଭିଧାନ‌ରୁ

ସତର କଥାରେ ସତୀ ଭୁଲେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରବଚନ)

[ସମ୍ପାଦନା]
୧. ସ୍ୱାମୀଙ୍କ ପ୍ରତି ଭକ୍ତିମତୀ ସ୍ତ୍ରୀ ଲୋକମୁଖରୁ ସ୍ୱାମୀଙ୍କ ସମ୍ୱନ୍ଧରେ (ସତର) ନାନା ଦୁର୍ନାମ ଶୁଣିଲେ ଉକ୍ତ ସ୍ତ୍ରୀର ମନ ମଧ୍ୟ ଭୁଲିଯାଏ ବା ସ୍ୱାମୀଙ୍କ ପ୍ରତି ବିମୁଖ ହୁଏ —୧. Even a devoted woman becomes prejudiced against her husband on hearing many bad reports against her husband.
୨. ସ୍ୱାମୀଙ୍କ ପ୍ରତି ଏକାନ୍ତ ଅନୁରକ୍ତା ସ୍ତ୍ରୀକୁ ସତର (ଅର୍ଥାତ୍ ନାନା ପ୍ରକାରେ ବା ବହୁବାର) ପ୍ରଲଭନଯୁକ୍ତ କଥା କହିଲେ
ସେ ମଧ୍ୟ ସତୀତ୍ୱରୁ ବିଚଳିତା ହୁଏ —୨. Even a chaste woman is led astray from the path of virtne by many honeyed and tempting words.