ସତସତିଆ
ଝିଟିପିଟି —The house lizard.
[ଦ୍ରଷ୍ଟବ୍ୟ — କୌଣସି କଥାପ୍ରସଙ୍ଗ ପଡ଼ିଥିବା ବେଳେ ଝିଟିପିଟି ରାବକଲେ ଲୋକେ କହନ୍ତି 'ସତ ସତିଆ ବା ସତିଆ ଡ଼ାକିଲାଣି, ଏ କଥା ନିଶ୍ଚେ ସତ ହେବ']