ସତାଁଲବେ
ଦେଖଣା
ସତାଁଲବେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ସତା(ତାଁ), ଣୋ(ନୋ, ନ୍ନୋ, ଳୋ)ଇ—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ; ସଂସ୍କୃତ - ସପ୍ତନବତି)
[ସମ୍ପାଦନା]ସାତ ଅଧିକ ନବେ; ୯୭: —Ninety-seven; ୯୭.
ସତାଁଲବେ
ଉଚ୍ଚାରଣ
[ସମ୍ପାଦନା][ସତା(ତା)ଳେ(ଲୋ)ଇ—ଇ—ଅନ୍ୟରୂପ]
ଗ୍ରାମ୍ୟ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ)
[ସମ୍ପାଦନା]ସତାନବେ (ଦେଖ) - —Satānabe. (See)