Jump to content

ସତାଇଶି ନକ୍ଷତ୍ର

ଉଇକିଅଭିଧାନ‌ରୁ

ସତାଇଶି ନକ୍ଷତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୋତିଷଣସ୍ତ୍ରୋକ୍ତ ସପ୍ତବିଂଶ ନକ୍ଷତ୍ର —The ୨୭ asterisms or groups of stars taken as the bases of calculation of time and the motion of the planets and of the sun in Hindu astrology.

[ଦ୍ରଷ୍ଟବ୍ୟ —ଏମାନଙ୍କର ନାମ ଯଥା—(୧) ଅଶ୍ୱିନୀ, (୨) ରଣୀ ବା ଦ୍ୱିଜା, (୩) କୃତ୍ତିକା, (୪) ରୋହିଣୀ, (୫) ମୃଗଶିରଟି ବା ମୃଗ— ଶିରା, (୬) ଆଦ୍ରା, (୭) ପୁନସଂଲା, (୮) ପୁଷ୍ୟ ବା ପୁଷ୍ୟା, (୯) ଆଶ୍ନେଷା, (୧) ମଘା, (୧୧: ) ପୂର୍ବପାଲ୍ଗୁନୀ, (୧୨: ) ଉତ୍ତରଫାଲ୍ଗୁନୀ, (୧୩: ) ହସ୍ତା, (୧୪: ) ଚିତ୍ରା, (୧୫: ) ସ୍ୱାତି, (୧୬: ) ବିଶାଖା, (୧୭: ) ଅନୁରାଧା, (୧୮: ) ଜ୍ୟେଷ୍ଠା, (୧୯: ) ମୂଳା, (୨) ପୂର୍ବାଷାଢ଼ା, (୨୧: ) ଉତ୍ତରା— ଷାଢ଼ା, (୨୨: ) ଶ୍ରବଣା, (୨୩: ) ଧନିଷ୍ଠା, (୨୪: ) ଶତଭିକ୍ଷା, (୨୫: ) ପୂର୍ବଭାଦ୍ରପଦ, (୨୬: ) ଉତ୍ତର ଭାଦ୍ରପଦ, (୨୭: ) ରେବତୀ

କେହି କେହି ଜ୍ୟୋତିର୍ବିଦ୍ ଏହି ୨୭: ନକ୍ଷତ୍ର ସଙ୍ଗେ 'ଅଭିଜିତ୍' (Vegn) ନାମକ ନକ୍ଷତ୍ରକୁ ମିଶାଇ ୨୮: ନକ୍ଷତ୍ର ଗଣନା କରନ୍ତି ଉତ୍ତରାଷାଢ଼ାର ଶେଷ ୧୫: ଦଣ୍ଡ ଶ୍ରବଣାର ପ୍ରଥମ ୪ ଦଣ୍ଡକୁ ଅଭିଜତ୍ ନକ୍ଷତ୍ର କହନ୍ତି—ଜ୍ଞାନେନ୍ଦ୍ର