ସତାନି ପତାନି ଉଝାଳିବା
ଦେଖଣା
ସତାନି ପତାନି ଉଝାଳିବା
ଉଚ୍ଚାରଣ
[ସମ୍ପାଦନା]ସତାନି ପତାନି ଶୋଧିକା, ସତାନି ପତାନି ଶ୍ରାଦ୍ଧ କରିବା, ସତାନି ପତାନି ଧରି ଉଝାଳିବା, ସତାନି ପତାନି ଧରି ଶୋଧିବା, ସତାନି ପତାନି ଧରି ଶ୍ରାଦ୍ଧ କରିବା, ସତାନି ପତାନି ଲଗା(ଗେ)ଇ ଉଝାଳିବା, ସତାନି ପତାନି ଲଗା(ଗେ)ଇ ଶୋଧିବା, ସତାନି ପତାନି ଲଗା (ଗେ)ଇ ଶ୍ରାଦ୍ଧ କରିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ସତାନି ପତାନି ଉଝାଳିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ଊର୍ଦ୍ଧ୍ୱତନ ଓ ଅଧସ୍ତନ ବହୁ ପୁରୁଷଙ୍କ ଲକ୍ଷ୍ୟ କରି ଗାଳି ଦେବା —To abuse a person by alluding to innumerable generations of his progenitors and descendants.