Jump to content

ସତାର୍ କରିବା

ଉଇକିଅଭିଧାନ‌ରୁ

ସତାର୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କେତେକ ସମୟ ପାଇଁ ଅପେକ୍ଷା କରିବା —୧. To wait for some time.
୨. କୌଣସି କାର୍ଯ୍ୟରେ ବିଳମ୍ୱ ସହ୍ୟ କରିବା; ସମ୍ଭାଳିବା —୨. To brook delay; to acquiesce in a matter being delayed for some time.
୩. ସମୟ ଦେବା; ମହଲତ ଦେବା —୩. To grant time; to adjourn; to grant adjournment.