Jump to content

ସତାର ମଦାର୍

ଉଇକିଅଭିଧାନ‌ରୁ

ସତାର ମଦାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ସହଚର ଶବ୍ଦ)

[ସମ୍ପାଦନା]

ସହି ସମ୍ଭାଳିବା; କାଳ ବିଳମ୍ୱ —Waiting deferring of a matter to some future time.

[ଦ୍ରଷ୍ଟବ୍ୟ —'ସତାର'ର ଅର୍ଥ କାଳ ବିଲମ୍ୱ ପାଇଁ ଅପେକ୍ଷା ଓ 'ମଦାର'ର ଅର୍ଥ କୌଣସି କାର୍ଯ୍ୟସାଧନାର୍ଥ ଅନ୍ୟ ବ୍ୟକ୍ତି ଉପରେ ଭାର ଦେବା ଉଭୟ କାର୍ଯ୍ୟରେ ଫଳତଃ କାର୍ଯ୍ୟ— ସାଧନରେ ବିଳମ୍ୱ ଘଟେ]