ସତାର ମଦାର୍ କରିବା
ଦେଖଣା
ସତାର ମଦାର୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତାର ମଦାର୍ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟସାଧନାର୍ଥ କାଳ ବିଳମ୍ୱକୁ ସମ୍ଭାଳିବା ବା ମହଲତ ଦେବା —୧. To brook delay; to grant postponement.
- ୨. କୌଣସି କାର୍ଯ୍ୟସାଧନ ପାଇଁ ମହଲତ ବା ସମୟ ନେବା —୨. To take time; to get time by praying for postponement.