Jump to content

ସତିଆ

ଉଇକିଅଭିଧାନ‌ରୁ

ସତିଆ

ଉଚ୍ଚାରଣ

[ସମ୍ପାଦନା]
(ସତୀ, ସତେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ସତ୍ୟବାଦୀ)

[ସମ୍ପାଦନା]

ସତ୍ୟବାଦୀ —Truthful (person)

(ଉ—ସତିଆ ପୁରୁଷ ମୁଣ୍ଡରେ ଜଟ, କୁଆ ହଗି ଦିଏ ଲଟପଟ ଢଗ)

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]
୧. ସତ୍ୟବାଦୀର ଡ଼ାକ ନାମ —୧. Name for calling 'Satyabādi'.
୨. ଝିଟିପିଟି; ଗୃହ ଗୋଧିକା; ପଲ୍ଲୀ —୨. The common houselizard.

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ମତରେ ଝିଟିପିଟି ମନୁଷ୍ୟ ଉପରେ ଅଙ୍ଗବିଶେଷରେ ଖସି ପଡ଼ିଲେ କିମ୍ୱା ମନୁଷ୍ୟ ଅବସ୍ଥାନ କରୁଥିବା ସ୍ଥାନର ଭିନ୍ନ ଭିନ୍ନ ଦିଗରେ ଟିକ୍ଟିକ୍ ଶବ୍ଦ କଲେ ତହିଁରୁ ଭବିଷ୍ୟତ୍ ଶୁଭାଶୁଭ ଫଳ ଜଣାପଡ଼େ ଏଥିପାଇଁ ପଲ୍ଲୀ ସତ କହେ ବୋଲି ଏହାର ନାମ 'ସତିଆ' କଥାବର୍ତ୍ତା ହେଲାବେଳେ ଜଣେ ବ୍ୟକ୍ତି କୌଣସି ପ୍ରସଙ୍ଗ କହୁଥିବା ସମୟରେ ଯେବେ ଝିଟିପିଟି ଟିକ୍ଟିକ୍ ଶବ୍ଦ କରେ, ତେବେ ଉକ୍ତ ପ୍ରସଙ୍ଗ ସତ୍ୟଥିବାର ସୂଚିତ ହୁଏ ବୋଲି ଲୋକେ ବିଶ୍ୱାସ କରି ସେହି ସମୟରେ କହନ୍ତି 'ସତିଆ ସତ କହିଲା']