ସତିଆ ପୁରୁଷ
ଦେଖଣା
ସତିଆ ପୁରୁଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତିଆ ପୁରୁଷ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସତ୍ୟବାଦୀ ପୁରୁଷ)
[ସମ୍ପାଦନା]- ୧. ସତ୍ୟବାଦୀ ବ୍ୟକ୍ତି —୧. A truthful person.
- ୨. ସତ୍ୟଯୁଗର ପୁରୁଷ ପରି ନିଷ୍କପଟ ଓ ଧାର୍ମିକ ପୁରୁଷ —୨. A truthful and upright man (like a person of the Golden Age).
- ୩. (ବ୍ୟଙ୍ଗ୍ୟ) ମିଥ୍ୟାବାଦୀ ବ୍ୟକ୍ତି —୩. A liar.
- ୪. (ବ୍ୟଙ୍ଗ୍ୟ) କପଟାଚାରୀ ବ୍ୟକ୍ତି — ୪. A hypocrite.