ସତିଆ ସତ କହିଲା
ଦେଖଣା
ସତିଆ ସତ କହିଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତିଆ ସତ କହିଲା
|
ଦେଶଜ - ବାକ୍ୟ
[ସମ୍ପାଦନା](କୌଣସି ଗୃହରେ କଥାପ୍ରସଙ୍ଗ ଚୁଳୁଥିବା ସମୟରେ ଗୃହର କୌଣସି ଅଂଶରେ ଝିଟିପିଟି ବୋବାଇବାର ଶବ୍ଦ ଶୁଣାଗଲେ କଥିତ ବିଷୟ ସତ୍ୟ ବୋଲି କହି ଏ ବାକ୍ୟ ଉଚ୍ଚାରଣ କରାଯାଏ; ଏଥିରେ ତାତ୍ପର୍ଯ୍ୟ—)ମୋ ବାକ୍ୟର ସତ୍ୟତା ଏହି 'ସତିଆ'ର ଅର୍ଥାତ୍ ଝୢଟିପିଟିର ରାବଦ୍ୱାରା ପ୍ରମାଣିତ ହେଉଅଛି — (A sentence exclaimed by a speaker in asserting the truth of his statement when the ticking of a lizard is heard while he is making a statement. It
means-) The truth of my statements is borne out by the ticking of the truthful animal. i.e. the lizard.