ସତୀଥ
ସମକାଳରେ ଏକ ଗୁରୁଙ୍କ ନିକଟରେ ଅଧ୍ୟୟନ କରୁଥିଲା ଶିଷ୍ୟ; ସହଧ୍ୟାୟୀ; ସହପୀଠ —Fellow student; a fellow disciple; a co-disciple under the same preceptor.