Jump to content

ସତୀନ

ଉଇକିଅଭିଧାନ‌ରୁ

ସତୀନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସତୀନକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]
୧. କଲାୟ; ମଟର —୧. Pea; field pea; Pisum Sativum.

[ଦ୍ରଷ୍ଟବ୍ୟ —ଏହା ମଧୁର, କଷାୟରସ, ମଧୁର ବିପାକ, ରୁକ୍ଷ, ଶୀତବୀର୍ଯ୍ୟ, ବାୟୁବର୍ଦ୍ଧକ, ଆମ— ଦୋଷକାରକ, ପିତ୍ତ, ଦାହ ଓ କଫ ନିବାରକ]

୨. (ସତୀ+ନୀ. ଦାତୁ+ ଅ; କ) ସତୀଳ (ଦେଖ) - — ୨. Satīḻa (See)