Jump to content

ସତୀଳ

ଉଇକିଅଭିଧାନ‌ରୁ

ସତୀଳ

ଉଚ୍ଚାରଣ

[ସମ୍ପାଦନା]

(ସତୀଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସତୀ=ସାଧ୍ୱୀ+ଲା. ଧାତୁ=ଧାରଣ କରିବା+କର୍ତ୍ତୃ. ଅ; ଯାହା ସାଧ୍ୱୀ କୁଳବଧୁମାନଙ୍କୁ ଧାରଣ କରେ)

[ସମ୍ପାଦନା]
୧. ବଂଶ; କୁଳ — ୧. Family; race.
୨. (ସ=ସମାନ+ତିଳ= ଖସା; ଖସାପରି କୃଷ୍ଣବର୍ଣ୍ଣ) ମାଷ; ବିରି —୨. Kidney bean; phasolus Radiatus.
୩. ମଟର; କଳାୟ —Pea; field pea; Pisum sativum.