ସତୀ ଖଡ଼ୁ
ଦେଖଣା
ସତୀ ଖଡ଼ୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତୀ ଖଡ଼ୁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୃତସ୍ୱାମୀଙ୍କ ସଙ୍ଗେ ସହମୃତା ହୋଇ ଥିବା ସ୍ତ୍ରୀଙ୍କ ହସ୍ତର ବଳୟ (ଓ ଆଜି କାଲି ସତୀଦାହ ପ୍ରଥା ଉଠି ଯିବାରୁ ସ୍ୱାମୀ ଥାଉଁ ଥାଉଁ ଯେଉଁ ସ୍ତ୍ରୀ ମୃତା ହୁଅନ୍ତି ତାଙ୍କ ହାତର ଖଡ଼ୁ) —The wristlet of a woman who predeceases or dies with her husband.
[ଦ୍ରଷ୍ଟବ୍ୟ —ଏହାକୁ ସଧବା ସ୍ତ୍ରୀ ସଂଗ୍ରହ କରି ଆଦର ସହିତ ପିନ୍ଧନ୍ତି]